ରଖିଅଛ ପରା ଖଣ୍ଡା ବାରହାତ କେବେ ଆଉ ହେବ ଦୈତ୍ଯଙ୍କ ନିପାତ କରୁଣାନିଧାନ କର ହେ ବିଧାନ ... ରଖିଅଛ ପରା ଖଣ୍ଡା ବାରହାତ କେବେ ଆଉ ହେବ ଦୈତ୍ଯଙ୍କ ନିପାତ କରୁଣାନିଧାନ ...
ମୋ ଦେହ ଦେଉଳେ ଆତ୍ମା ସିଂହାସନେ ତୁମ ଛବିକୁ ଆଙ୍କିଛି ଅଭିମାନେ ସିନା ଦେଉଳ ଯାଏନି ମୋ ଦେହ ଦେଉଳେ ଆତ୍ମା ସିଂହାସନେ ତୁମ ଛବିକୁ ଆଙ୍କିଛି ଅଭିମାନେ ସିନା ଦେଉଳ ଯାଏନି